Jump to content

ଚିରବଚା

ଉଇକିଅଭିଧାନ‌ରୁ

ଚିରବଚା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ଓ. ଚିର=ସ୍ତନାଗ୍ର+ହିନ୍ଦୀ - ବଚା=ଶିଶୁ)

[ସମ୍ପାଦନା]

ସ୍ତନନ୍ଧୟ ଶିଶୁ; ଦୁଧଖିଆ ପିଲା — A suckling; sucking baby.

ଚିରବଚାରୁ ପେଟ ହେବାକାଳେ ଶକଟ ହେଲାଣି ଯାହା ସେ ବିଲୋଳ ମୃଦୁ କବିସୂର୍ଯ୍ୟ. ସଙ୍ଗୀତ