Jump to content

ଚିରବନ୍ଧୁ

ଉଇକିଅଭିଧାନ‌ରୁ

ଚିରବନ୍ଧୁ

ଉଚ୍ଚାରଣ

[ସମ୍ପାଦନା]

(ଚିରବନ୍ଧୁତା—ବି)

ସଂସ୍କୃତ - ବିଶେଷ୍ୟ - ପୁଂ. (କର୍ମଧା; ଚିର+ବନ୍ଧୁ)

[ସମ୍ପାଦନା]
୧. ଅନେକ ଦିନର ପୁରୁଣା ବନ୍ଧୁ — ୧. Very old friend.
୨. ସ୍ଥାୟୀ ବନ୍ଧୁ ଯେଉଁ ବନ୍ଧୁର ମିତ୍ରତା ନଷ୍ଟ ହେବାର ନୁହେ —୨. Constant friend.