Jump to content

ଚିରବାଞ୍ଛିତ

ଉଇକିଅଭିଧାନ‌ରୁ

ଚିରବାଞ୍ଛିତ

ଉଚ୍ଚାରଣ

[ସମ୍ପାଦନା]
(ଚିରବାଞ୍ଛିତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ସୁପ୍ ସୁପ୍ ସମାସ; ଚିର+ବାଞ୍ଛିତ)

[ସମ୍ପାଦନା]
୧. ଯାହାକୁ ପାଇବା ସକାଶେ ବହୁକାଳରୁ ବଳବତୀ ଇଚ୍ଛା ରହିଅଛି —୧. Ever longed for; desired for since a long time.
୨. ଚିରପ୍ରାର୍ଥିତ —୨. Ever prayed for.