Jump to content

ଚିରବିରହୀ

ଉଇକିଅଭିଧାନ‌ରୁ

ଚିରବିରହୀ

ଉଚ୍ଚାରଣ

[ସମ୍ପାଦନା]
(ଚିରବିରହିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଚିରବିରହ+ଇନ; ୧ମା. ୧ବ.)

[ସମ୍ପାଦନା]
୧. ବହୁକାଳ ପାଖ ଛଡ଼ାଛଡ଼ି ହୋଇ ରହିଥିବା (ସ୍ୱାମୀ ବା ସ୍ତ୍ରୀ) — ୧. Long separated (couple).
୨. ଆଜୀବନ ସ୍ୱାମୀ ବା ସ୍ତ୍ରୀସଙ୍ଗରୁ ବଞ୍ଚିତ — ୨. Deprived of the assoiciation of one's wife or husband for life.