ଚିରବିରୁଦ୍ଧ
ଦେଖଣା
ଚିରବିରୁଦ୍ଧ
ଉଚ୍ଚାରଣ
[ସମ୍ପାଦନା](ଚିରବିରୋଧୀ—ଅନ୍ୟରୂପ)
(ଚିରବିରୁଦ୍ଧା—ସ୍ତ୍ରୀ)
ଚିରବିରୁଦ୍ଧତା, ଚିରବିରୋଧବି
ସଂସ୍କୃତ - ବିଶେଷଣ - ପୁଂ. (ସୁପ୍ ସୁପ୍ ସମାସ; ଚିର+ବିରୁଦ୍ଧ)
[ସମ୍ପାଦନା]- ୧. ଯେ ଆଜୀବନ ପ୍ରତିକୂଳ ବା ବିପକ୍ଷ; ଯାହା ସଙ୍ଗେ ଆଜୀବନ ଶତ୍ରୁତା ଲାଗିଅଛି; ବହୁକାଳ ହେଲା ଶତ୍ରୁ — ୧. Inimical for a long time; having lifelong enmity with each other.
- ୨. ଯେଉଁ ଦ୍ରବ୍ୟୟଦ୍ୱୟ (ଯଥା—କ୍ଷୀର କ୍ଷାର ଏକତ୍ର ସେବନ କଲେ ଅନିଷ୍ଟ ଘଟେ) —୨. (two things) Which do not agree with each other.