ଚିରବେଗା
(ବେଗଚିରା—ବିପରୀତ)
ଯେଉଁ ଛାତ୍ର କୌଣସି ପାଠକୁ ଆୟତ୍ତ କରିବାକୁ ବହୁସମୟ ନିଏ ଶୀଘ୍ର ପାସୋରି ପକାଏ — Acquiring a lesson very slowly but forgetting it very fast; long to acquire but quick to forget (said of memory or students).
[ଦ୍ରଷ୍ଟବ୍ୟ —ଚିରଚିରା ତଳେ ନୋଟ ଦେଖ]