Jump to content

ଚିରବୈର

ଉଇକିଅଭିଧାନ‌ରୁ

ଚିରବୈର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଚିର+ବୈର)

[ସମ୍ପାଦନା]

ବହୁକାଳ ବ୍ୟାପୀ ଶତ୍ରୁତା — Long standing enmity; life long antipathy.

ସଂସ୍କୃତ - ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]

ଚିରବିରୁଦ୍ଧ (ଦେଖ) - Chirabiruddha (See)