Jump to content

ଚିରବୈରାଗୀ

ଉଇକିଅଭିଧାନ‌ରୁ

ଚିରବୈରାଗୀ

ଉଚ୍ଚାରଣ

[ସମ୍ପାଦନା]

(ଚିରବୈରାଗ୍ୟ—ବି)

ସଂସ୍କୃତ - ବିଶେଷଣ - (ସଂସ୍କୃତ - ଚିର+ବୈରାଗୀ)

[ସମ୍ପାଦନା]
୧. ଯେ ବାଳକାଳରୁ ସଂସାର ତ୍ୟାଗ କରିଅଛି — ୧. One who has renounced the world for life, since boyhood.
୨. ଯେ ବଞ୍ଚିଥିବା ପର୍ଯ୍ୟନ୍ତ ସଂସାର ତ୍ୟାଗ କରେ — ୨. Renouncing the world for life.