Jump to content

ଚିରବୈରୀ

ଉଇକିଅଭିଧାନ‌ରୁ

ଚିରବୈରୀ

ଉଚ୍ଚାରଣ

[ସମ୍ପାଦନା]
(ଚିରବୈରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (କର୍ମଧା; ଚିର+ବୈରୀ)

[ସମ୍ପାଦନା]
୧. ଆଜୀବନ ବା ବହୁକାଳ ହେଲା ପ୍ରତିକୂଳ — ୧. Enmical for life or for a long time.
୨. ଜନ୍ମତଃ ବା ପ୍ରକୃତିତଃ ପରସ୍ପର ଶତ୍ରୁ— (ଯଥା—ଘୋଡ଼ା, ମଇଁଷି, ବାଘ, ଛେଳି) ୨. Enmical to each other by nature.