ଚିରମଳିନ
ଦେଖଣା
ଚିରମଳିନ
ଉଚ୍ଚାରଣ
[ସମ୍ପାଦନା](ଚିରମଳିନା—ସ୍ତ୍ରୀ)
ଚିରମଳିନତା, ଚିରମାଳିନ୍ୟବିଶେଷ୍ୟ -
ସଂସ୍କୃତ - ବିଶେଷଣ - ପୁଂ. (କର୍ମଧା; ଚିର+ମଳିନ)
[ସମ୍ପାଦନା]- ୧. ଯେଉଁ ପଦାର୍ଥ ବା ବ୍ୟକ୍ତିଠାରୁ ମଳିନତା କଦାପି ଦୁର ହେବ ନାହିଁ — ୧. Ever dirty; ever soiled; that which can never be purified or chastened.
- ୨. ଯେଉଁ ବ୍ୟକ୍ତିଠାରେ ଲାଗିବା କଳଙ୍କ ଦୂରପନେୟ — ୨. Having a stain which will never be effaced.