ଚିରଯୁବା
ଦେଖଣା
ଚିରଯୁବା
ଉଚ୍ଚାରଣ
[ସମ୍ପାଦନା]ଚିରଯୁବକ—ପୁଂ, ଚିରଯୁବତୀ—ସ୍ତ୍ରୀଅନ୍ୟରୂପ
ଚିରଯୌବନ—ବି
ସଂସ୍କୃତ - ବିଶେଷଣ -(ଚିର+ଯୁବନ୍)
[ସମ୍ପାଦନା]- ୧. ଯାହାର ଯୌବନ କେବେ ହେଲେ ମଉଳେ ନାହିଁ (ଯଥା—ଦେବତା) — ୧. Of never fading youth.
- ୨. ଯାହାର ଯୌବନ ବହୁକାଳ ରହେ —୨. Of lasting youth; one who maintains his or her youth for an extraordinarily long time.
- ୩. ବାର୍ଦ୍ଧକ୍ୟରେ ମଧ୍ୟ ଯେ ଯୁବକ ପରି ସତେଜ ଥାଏ — ୩. Sprightly and energetic even in old age.
- ୪. ଯେଉଁ ବ୍ୟକ୍ତିର ଯୌବନଜନିତ ଅଙ୍ଗସୌଷ୍ଠବ ବୃଦ୍ଧକାଳରେ ମଧ୍ୟ ରହେ —Maintaining youthful plum- press and grace even in advanced age.