ଚିରଶାନ୍ତ
ଦେଖଣା
ଚିରଶାନ୍ତ
ଉଚ୍ଚାରଣ
[ସମ୍ପାଦନା](ଚିରଶାନ୍ତା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସୁପ୍ ସୁପ୍ ସମାସ; ଚିର+ଶାନ୍ତ)
[ସମ୍ପାଦନା]- ୧. ଯେ ଆଜୀବନ ସଂଯତ —୧. Observing lifelong self control.
- ୨. ଆଜୀବନ ଧୀର —୨. Calm and quiet by nature.
- ୩. ଦୀର୍ଘକାଳ ହେଲା ନିରୁପଦ୍ରୁତ ଓ ସ୍ଥିର — ୩. Pacified for a long time.
- ୪. ଯେଉଁଠାରେ କେବେ ହେଲେ ଅଶାନ୍ତି ଘଟି ନାହିଁ — ୪. Ever peaceful and quiet (place).