Jump to content

ଚିରଶାନ୍ତି

ଉଇକିଅଭିଧାନ‌ରୁ

ଚିରଶାନ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (କର୍ମଧାରୟ; ଚିର+ଶନ୍ତି)

[ସମ୍ପାଦନା]
୧. ଦୀର୍ଘକାଳ ବ୍ୟାପୀ ଶାନ୍ତି; ଅନବଚ୍ଛିନ୍ନ ଶାନ୍ତି —୧. Everlasting peace or contenment.
୨. ମୃତ୍ୱୁ —୨. Death.