ଚିରସଙ୍ଗୀ
ଦେଖଣା
ଚିରସଙ୍ଗୀ
ଉଚ୍ଚାରଣ
[ସମ୍ପାଦନା](ଚିରସଙ୍ଗିନା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ପୁଂ.
[ସମ୍ପାଦନା]- ୧. ନିତ୍ୟସଙ୍ଗୀ; ଆଜନ୍ମସଙ୍ଗୀ ବା ଅନୁଚର — ୧. Friends constantly attached to each other; companion for life.
- ୨. ବହୁକାଳ ହେଲା ଯେଉଁ ସଙ୍ଗୀର ସଙ୍ଗଲାଭ ହୋଇଅଛି — ୨. Long established friends; very old friend.
- ୩. ଯାହାକୁ ଜୀବନରେ କେବେ ହେଲେ ଛାଡ଼ି ହେବ ନାହିଁ — ୩. Unavoidable companion.
(ଯଥା—ଦାରିଦ୍ର ସରସ୍ୱତୀପୁତ୍ରମାନଙ୍କର ଚିରସଙ୍ଗୀ)