Jump to content

ଚିରସୁନ୍ଦର

ଉଇକିଅଭିଧାନ‌ରୁ

ଚିରସୁନ୍ଦର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ସୁପ୍ ସୁପ୍ ସମାସ; ଚିର+ସୁନ୍ଦର; ଯେ ଭକ୍ତର ଚକ୍ଷୁର ସର୍ବଦା ସୁନ୍ଦର)

[ସମ୍ପାଦନା]

ଯାହା ସବୁଦିନେ ସୁନ୍ଦର ଦେଖାଯାଏ —Ever beautiful.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପରମେଶ୍ୱର —A name of God.