ଚିରସେବିତ
ଦେଖଣା
ଚିରସେବିତ
ଉଚ୍ଚାରଣ
[ସମ୍ପାଦନା](ଚିରସେବିତା—ସ୍ତ୍ରୀ)
=== ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଚିର+ ସେବିତ)
- ୧. ଯାହାଙ୍କୁ କୌଣସି ବ୍ୟକ୍ତି ବହୁକାଳ ହେଲା ସେବା କରି ଆସୁଥାଏ — ୧. Long served; long enjoyed; long attended.
- ୨. ଯେଉଁ କାର୍ଯ୍ୟ ବହୁ ଦିନ ହେଲା ଅନୁଷ୍ଠିତ ବା ଆଚରିତ ହେଉଅଛି —୨. Being done for a long time.
- ୩. ଲୋକେ ଯାହା ବହୁକାଳ ହେଲା ମାନି ଚଳି ଆସୁ ଅଛନ୍ତି — ୩. Long followed or obeyed.