ଚିରସ୍ଥାୟୀ
ଦେଖଣା
ଚିରସ୍ଥାୟୀ
ଉଚ୍ଚାରଣ
[ସମ୍ପାଦନା](ଚିରସ୍ଥାୟିନୀ—ସ୍ତ୍ରୀ)
(ଚିରସ୍ଥାୟୀ—ବିପରୀତ)
ଚିରସ୍ଥାୟିତା, ଚିରସ୍ଥାୟିତ୍ୱବି
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଂ. (ଚିର+ସ୍ଥା ଧାତୁ+କର୍ତ୍ତୃ. ଇନ୍)
[ସମ୍ପାଦନା]- ୧. ଅବିନାଶୀ —୧. Indestructible; permanent; ever lasting.
- ୨. ଦୀର୍ଘକାଳସ୍ଥାୟୀ — ୨. Long standing; durable; lasting.
- ୩. ଇସ୍ତମରାରୀ —୩. Perpetual.