Jump to content

ଚିରସ୍ଥାୟୀ ପଟା

ଉଇକିଅଭିଧାନ‌ରୁ

ଚିରସ୍ଥାୟୀ ପଟା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଯେଉଁ ପଟାଦ୍ୱାରା ଭୂମି ଚିରକାଳ ସକାଶେ ରଇତକୁ ନିର୍ଦ୍ଦିଷ୍ଟ ଜମାରେ ଚାଷ କରିବାକୁ ଦିଆଯାଏ; ଇସ୍ତମରାରୀ ପଟ୍ଟା — Permanent lease granted by a Zamindar; a lease in perpetuity.