ଚିରସ୍ଥାୟୀ ବନ୍ଦୋବସ୍ତ
ଦେଖଣା
ଚିରସ୍ଥାୟୀ ବନ୍ଦୋବସ୍ତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚିରସ୍ଥାୟୀ ବନ୍ଦୋବସ୍ତ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଚିରଦିନ ସକାଶେ ଭୂମିର ସରକାରୀ ରାଜସ୍ୱ ନିରୂପଣ — ୧. Permanent revenue Settlement in which the revenue payable to Government is fixed in perpetuity.
[ଦ୍ରଷ୍ଟବ୍ୟ —ବଙ୍ଗ, ବିହାର ଓ ଓଡ଼ିଶା ଦେଶରେ ଲର୍ଡ଼ କର୍ଣ୍ଣଉଆଲିସ୍ ୧୭୯୩: ସାଲରେ ପ୍ରଥମେ ଜମିଦାରମାନଙ୍କ ଉପରେ ୧ ବର୍ଷ ସକାଶେ ବସାଇଥିବା ନିର୍ଦ୍ଦିଷ୍ଟ ଜମା ପରେ ଚିରକାଳ ସକାଶେ ସ୍ଥାୟୀ ରହିବ ବୋଲି ଆଦେଶ କଲେ ଏ ଜମା ଆଉ ବଦଳିବ ନାହିଁ ଓଡ଼ିଶାର କେତେଗୁଡ଼ିଏ ରାଜ୍ୟର ରାଜସ୍ୱ ମଧ୍ୟ ଚିରକାଳ ସକାଶେ ସ୍ଥିରୀକୃତ ହୋଇଥିଲା ଇଂରାଜୀରେ ଏହାକୁ The Permanent Settlement of Bengal, Bihar & Orissa ବୋଲି କହନ୍ତି]
- ୨. ଯେଉଁ ବ୍ୟବସ୍ଥାର ପରିବର୍ତ୍ତନ ଘଟେ ନାହିଁ — ୨. A permanent arrangement.