ଚିରାଚିରି କରିବା
ଅନେକ କାଗଜ ବା ବସ୍ତ୍ରଆଦି ଚିରିବା ବା ଟିକି ଟିକି କରିବା — To tear cloths or papers to pieces.