Jump to content

ଚିରାନ୍ଧ

ଉଇକିଅଭିଧାନ‌ରୁ

ଚିରାନ୍ଧ

ଉଚ୍ଚାରଣ

[ସମ୍ପାଦନା]
(ଚିରାନ୍ଧା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଚିର+ଅନ୍ଧ)

[ସମ୍ପାଦନା]
୧. ଜନ୍ମାନ୍ଧ — ୧. Blind from birth.
୨. (ଲକ୍ଷଣାର୍ଥ) ଯେ କେବେହେଁ ସତ୍ୟ ତତ୍ତ୍ୱ ଦେଖେ ନାହିଁ (ଜ୍ଞାନେନ୍ଦ୍ର) —୨. A person who does never see the truth.