ଚିରାମାରିବା
ଦେଖଣା
ଚିରାମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚିରାମାରିବା
|
ଦେଶଜ - କ୍ରି. (ସଂସ୍କୃତ - ଚର ଧାତୁ)
[ସମ୍ପାଦନା]- ୧. ଊର୍ଦ୍ଧ୍ୱକୁ ଲମ୍ଫ ଦେବା; ଡ଼େଇଁବା; ଡ଼ିଆଁ ମାରିବା —୧. To spring or jump up; to make a high jump.
ନାଚିଲେ ରଣଦାଣ୍ଡେ ଚିରାମାରି କରି—କୃଷ୍ଣସିଂହ. ମହାଭାରତ. ଭୀଷ୍ଣ
- ୨. ଡ଼ିଆଁ ମାରି ଦଉଡ଼ି ପଳାଇବା — ୨. To run away with bounds.