Jump to content

ଚିରାଳ

ଉଇକିଅଭିଧାନ‌ରୁ

ଚିରାଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୀର= ବସ୍ତ୍ର; କନା)

[ସମ୍ପାଦନା]

ପତାକା — Flag; banner.

ଶଲ୍ୟବଧ ଦେଖି ପାଣ୍ଡବ ରଥି କୁଳ ଲୋକକୁ ବୋଇଲେରେ ଉଡ଼ଅ ଚିରାଳ କୃଷ୍ଣସିଂହ. ମହାଭାରତ, ଶଲ୍ୟ