Jump to content

ଚିରାଶ୍ରିତ

ଉଇକିଅଭିଧାନ‌ରୁ

ଚିରାଶ୍ରିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଚିର+ ଆଶ୍ରିତ)

[ସମ୍ପାଦନା]
୧. ବହୁକାଳରୁ ଅନୁଗତ — ୧. Following or depending upon a person for a long time; an old dependant.
୨. ଚିରପାଳିତ — ୨. Maintained for a long time.