Jump to content

ଚିରାୟୁଷ

ଉଇକିଅଭିଧାନ‌ରୁ

ଚିରାୟୁଷ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଚିରାୟୁସ୍)

[ସମ୍ପାଦନା]

ଦୀର୍ଘଜୀବୀ — Long lived.

ବାଞ୍ଚିଲେ ପାବନି ହେଉ ଚିରାୟୁଷ ହୃଦେ ଭଞ୍ଜ. ବୈଦେହୀଶବିଳାସ