ଚିରିଗୁଣୀ
ଦେଖଣା
ଚିରିଗୁଣୀ
ଉଚ୍ଚାରଣ
[ସମ୍ପାଦନା](ଚିରୁଗୁଣୀ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୀରକୁଣୀ—ନନ୍ଦେ;ସଂସ୍କୃତ - ନାମ ପିଶାଚଦୀପିକା; ସଂସ୍କୃତ - ଅଚିର+ ଅଗ୍ନି)
[ସମ୍ପାଦନା]ଅନ୍ଧାର ଓ ମେଘୁଆ ରାତିରେ ନିର୍ଜନ ସ୍ଥଆନ ଓ ଶ୍ମଶାନାଦିରେ ଯେଉଁ
ଅନୁବାଦ
[ସମ୍ପାଦନା]ଅସ୍ଥିର (କ୍ଷଣେ ଲିଭି କ୍ଷଣେ ଜଳି ଉଠୁବା) ଆଲୋକ ଦେଖାଯାଏ — Ignis-fatuus; will-o'-the-wisp.
[ଦ୍ରଷ୍ଟବ୍ୟ —ବର୍ଷାଦିନେ ଭୂଗର୍ଭରୁ ଏକପ୍ରକାର ବାଷ୍ପ ଉଠେ, ଏହା ବେଳେ ବେଳେ ଜଳି ଉଠେ ଓ ବେଳେ ବେଳେ ଲିଭିଯାଏ ଓ ଗତି କରେ, ଲୋକେ ଏହାକୁ ମୃତ ନବପ୍ରସୂତିର ପ୍ରେତ ବୋଲି ବିଶ୍ୱାସ କରନ୍ତି ଅନ୍ୟ କେହି କେହି କହନ୍ତି ଯେ, ଉଲ୍ଲାମୁଖୀ ନାମକ ଏକ ବିଲୁଆ ପାଟି ମେଲା କଲେ ତା ପାଟିରୁ ଏ ଆଲୁଅ ବାହାରେ କିନ୍ତୁ ବିଜ୍ଞାନ ମତରେ ଏହା ସଢ଼ା ସବାଦିରୁ ଜାତ ଭୂପୃଷ୍ଠରୁ ଉତ୍ଥିତ ଏକପ୍ରକାର ବାଷ୍ପ ଓ ଏହା ବାୟୁଦ୍ୱାରା ଇତସ୍ତତଃ ସଞ୍ଚାଳିତ ହୁଏ ଏବଂ ବାୟୁରେ ଥିବା ଅମ୍ଳଜାନ ନ ନିଭୁଣୁ ଯେଉଁ ପ୍ରସୂତି ମରିଯାଏ, ସେ ପ୍ରେତ ହୋଇ ଅନ୍ତୁଡ଼ି ଜଳାଉଥାଏ ଓ ସେହି ନିଆଁହିଁ ଚିରିଗୁଣୀ ଆଲୁଅ]