Jump to content

ଚିରିଣୀ

ଉଇକିଅଭିଧାନ‌ରୁ

ଚିରିଣୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୀର୍ଣ୍ଣ= ବିଦୀର୍ଣ୍ଣ)

[ସମ୍ପାଦନା]
୧. ଚିରୁଣୀ (ଦେଖ) - ୧. Chiruṇī (See)
୨. ବଣିଆଙ୍କର ଏକ ଶସ୍ତ୍ର ଯହିଁରେ ସେମାନେ ଧାତୁମୟ ତାର ବା ପାତିଆକୁ କାଟନ୍ତି — ୨. Goldsmith's cutting instrument.
୩. ଥାଳିଆଦିରେ ଗାର ଖୋଳିବା ପାଇଁ ବ୍ୟବହୃତ ଥଟାରୀଙ୍କ ଯନ୍ତ୍ର —୩. A brazier's tool for cutting lines on utensils.
୪. କୁମ୍ଭାଇ ଯେଉଁଥିରେ କଞ୍ଚା ମାଟିପାତ୍ର କାଟନ୍ତି — ୪. Potter's knife