Jump to content

ଚିରେଇ

ଉଇକିଅଭିଧାନ‌ରୁ

ଚିରେଇ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଚିର୍ଣ୍ଣ)

[ସମ୍ପାଦନା]
୧. ଚିରିବା କର୍ମ — ୧. Act of tearing or splitting up.
୨. କାଠ ଆଦି ଚିରିବା ମଜୁରୀ — ୨. Wages for splitting up wood etc.