ଚିରେଇତା
ଦେଖଣା
ଚିରେଇତା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚିରେଇତା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚିରତିକ୍ତ)
[ସମ୍ପାଦନା]ହିମାଳୟଜାତ କ୍ଷୁଦ୍ର ଶାକ— ବିଶେଷ; ଭୁନିମ୍ୱ; ଅତ୍ୟନ୍ତ ତିକ୍ତ କୃମିନାଶକ ଔଷଧ— ଗୁଳ୍ମବିଶେଷ —A medicinal bitter plant used as a febrifuge and vermifuge; swertia chirata; Gentiana Chirayta Agathotis chirayata; Andro graphis paniculata (Kirtikar).
[ଦ୍ରଷ୍ଟବ୍ୟ —ଏହାର ସିଦ୍ଧ ଜଳ ଜ୍ୱରଘ୍ନ ଓ କୃମିନାଶକ ଏହା ପାଶ୍ଚାତ୍ୟ ଚିକିତ୍ସାଶାସ୍ତ୍ର ଅନୁସାରେ କ୍ରିବିଧ ଯଥା —(a) Walli<? ?>shiana. (b) Pyramidals. (c) Pulchella. (Haines)]