Jump to content

ଚିର୍କୁଟ୍

ଉଇକିଅଭିଧାନ‌ରୁ

ଚିର୍କୁଟ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଚିର୍କୁଟି—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୀରିକା, ଚିଠିକା=କାଗଜର କ୍ଷୁଦ୍ର ଖଣ୍ଡ)

[ସମ୍ପାଦନା]
୧. କାଗଜର କ୍ଷୁଦ୍ର ଖଣ୍ଡ — ୧. A torne bit of paper.
୨. ଟିକି କାଗଜ —୨. A slip of paper.
୩. ଛିଣ୍ଡା ଲୁଗା; ନେଙ୍କୁଡ଼ି — ୩. Rag; torne cloth.

ମଳିଆ ଚିରକୁଟ ଲୁଗା, ଦେହରେ ଅଧଆଙ୍ଗୁଳିଏ ବହଳ ମଳି ଫକୀରମୋହନ. ଗଳ୍ପସ୍ୱଳ୍ପ

୪. ଭୂରାଜସ୍ୱ ବନ୍ଦୋବସ୍ତରେ ଖସଡ଼ା ଓ ଆଟେଷ୍ଟେସନ୍ ପରେ ଓ ଭୂସ୍ୱତ୍ୱଲିପିର ଅନ୍ତିମ କାଗଜ ବା ପଟ୍ଟା ପ୍ରଜାଙ୍କୁ ମିଳିବା ପୂର୍ବରୁ ପ୍ରଜାର ଜମିର ବିବରଣ ଟିପାଥିବା କାଗଜ ଯାହା ପ୍ରଜାକୁ ମିଳେ; ପାରଚା —୪. A slip of paper given to a tenant before a copy of the final Record of Rights is granted during a Revenue Settlement.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ଚିରାକନା —Rag.

ବିଶେଷଣ -

[ସମ୍ପାଦନା]

ଛିନ୍ନଭିନ୍ନ; ଟିକି ଟିକି ହୋଇ ଛିନ୍ନ — Torne to shreds; shreded.