Jump to content

ଚିଲମ

ଉଇକିଅଭିଧାନ‌ରୁ

ଚିଲମ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

=== ଦେଶଜ - ବିଶେଷ୍ୟ - (ଫାରାସୀ - ଚିଲମ୍)

ଗଞ୍ଜେଇ, ଗୁଡ଼ାଖୁ ଆଦିର ଧୂମପାନର ଉପକରଣବିଶେଷ —The bowl or firepot of a hookah for smoking forf smoking tobacco or gunja.

[ଦ୍ରଷ୍ଟବ୍ୟ —ଏଥିରେ ଗଞ୍ଜେଇ ବା ଗୁଡ଼ାଖୁ ଉପରେ ନିଆଁ ରଖି ଏହାର ତଳେ ଥିବା କଣା ବାଟେ ଧୂଆଁ ଟାଣି ନେବାକୁ ହୁଏ; ଏହାକୁ ହୁକା ଉପରେ ରଖି ଗୁଡ଼ାଖୁଧୂଆଁ ଖିଆଯାଏ ଓ ହାତରେ ଧରି ଗଞ୍ଜେଇଧୂଆଁ ଆକାର ପୃଥକ୍]