ଚିଲମବର୍ଦାର
=== ବୈଦେଶିକ - ବିଶେଷ୍ୟ - (ଫା)
ରାଜା ଓ ନବାବଆଦିଙ୍କ ପାଖରେ ଚିଲମରେ ଗୁଡ଼ାଖୁଆଦି ସଜାଇବା ସଜାଇବା ଓ ତାଙ୍କ ଗହଣରେ ଚିଲମ ଧରି ଯିବା ଭୃତ୍ୟ — A servant of Rajas and Nababs who is in charge of the chilam and makes it ready for smoking.