Jump to content

ଚିଲମୀଳିକା

ଉଇକିଅଭିଧାନ‌ରୁ

ଚିଲମୀଳିକା

ଉଚ୍ଚାରଣ

[ସମ୍ପାଦନା]

ଚିଲମଲିକା, ଚିଲିମୀଲିକାଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଚିର+ ମୀଳ ଧାତୁ= ଚକ୍ଚକ୍ କରିବା + ଇକ; ସ୍ତ୍ରୀ. ଆ)

[ସମ୍ପାଦନା]
୧. ଖଦ୍ୟୋତ — ୧. Firefly.
୨. ବିଦ୍ୟୁତ୍ —୨. Lightning.
୩. କଣ୍ଠାଭରଣବିଶେଷ; ଚିକ୍; ଝିଲିମିଲି ମାଳି — ୩. A collar (ornament) of the neck.