Jump to content

ଚିଲା

ଉଇକିଅଭିଧାନ‌ରୁ

ଚିଲା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଚିଲ ଆଦି ହିଂସ୍ର ପକ୍ଷୀମାନଙ୍କର ନଖଦ୍ୱାରା କୌଣସି ବସ୍ତୁକୁ ଝାମ୍ପିବା —୧. A swooping by a bird of prey.
୨. କୁଦା; ଖେପା —୨. Jump; leap.

ଦୁଈ ଚିଲାରେ ଘର ଭିତରକୁ ଯାଇ ମାଆକୁ ଆଉ ଜେଜୀକୁ ଖବର ଦେଲା ଫକୀରମୋହନ. ଗଳ୍ପସ୍ୱଳ୍ପ

ବିଶେଷଣ -

[ସମ୍ପାଦନା]
୧. ଫକା; ମାଟିଆ —୧. Light-coloured.
୨. ପାଣ୍ଡୁର ବର୍ଣ୍ଣ —୨. Grey.