ଚିଲାଇବା
ଉଚ୍ଚ ସ୍ୱରରେ ଡ଼ାକିବା; ରଡ଼ି ଦେବା; କର୍ଣ୍ଣକଟୂ ରଡ଼ି ଦେବା; ଚିତ୍କାର କରିବା —To utter a loud ory; to halloo; to make a shrill sound; to scream.
ପତିଶୋଇଲା ଠାବରେ କାନ୍ଦ ତୁ ବିଲାଇ ବେତାଳ ପଞ୍ଚବିଂଶତି ନନ୍ଦେ