ଚିଲା ମାରିବା
ଦେଖଣା
ଚିଲା ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚିଲା ମାରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ହିଂସ୍ର ପକ୍ଷୀ) ଝାମ୍ପ ମାରିବା — ୧. To swoop down or pounce upon a thing (said of a bird of prey).
ଚଳ ମତ୍ସ୍ୟେ ଚିଲା ମାରନ୍ତି ଗାଙ୍ଗୋଇ ରାଧାନାଥ. ଚିଲିକା
- ୨. (ଲକ୍ଷଣାର୍ଥ) ହଠାତ୍ ଆକ୍ରମଣ କରି ନେଇଯିବା — ୨. To take away by a sudden attack.
ମନେ ନାହିଁ ଦିନେ କାଳ ପକ୍ଷିରାଜ ଉପରୁ ମାରିବ ଚିଲା ରାଧାନାଥ. ପାର୍ବତୀ
- ୩. (ଲକ୍ଷଣାର୍ଥ) ଠକି ନେଇଯିବା — ୨. To take away by deceitful means.
- ୪. କୁଦିବା; ନାଚିବା — ୪. Jump up; leap up; dance.
ମୋ ଶାରିଆ, ମୋ ଛମାଣ ଆଠଗୁଣ୍ଠ କହି ନାଚେ ଚିଲା ମାରେ, ଡ଼କା ପାଡ଼େ, ହସେ ଫକୀରମୋହନ ଛମାଣ ଆଠଗୁଣ୍ଠ
ଚିଲା ମାରିବା
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଚିଲ ପରି ଝାମ୍ଫିକରି କୌଣସି ପଦାର୍ଥକୁ ଘେନିଯିବା