ଚିଲ୍ରା
ଦେଖଣା
ଚିଲ୍ରା
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]ଟଙ୍କା ଭଙ୍ଗାଇ ତତ୍ପରିବର୍ତ୍ତେରେ ନେବା କ୍ଷୁଦ୍ର ମୁଦ୍ରା; ଖୁଚୁରା ପଇସା ଆଦି; ରେଜା; ରେଜକି — Small change for a larger coin.
ବିଶେଷଣ -
[ସମ୍ପାଦନା]- ୧. ରେଜା; ଖୁଚୁରା — ୧. Consisting of coins of small value.
- ୨. ହିସାବବେଳେ ଟଙ୍କାରୁ ବଳିପଡ଼ିବା (ଅର୍ଥ) — ୨. (small coins) In excess of a whole rupee found after counting.
- ୩. ସାମାନ୍ୟ —୩. Insignificant; of small value.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଚିଳିଚିମ (ଦେଖ) - Chiḻichima (See)