Jump to content

ଚିଲ୍ଲ

ଉଇକିଅଭିଧାନ‌ରୁ

ଚିଲ୍ଲ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଚିଲ୍ଲ ଧାତୁ + କର୍ତ୍ତୃ. ଅ)

[ସମ୍ପାଦନା]
୧. ଚିଲପକ୍ଷୀ — ୧. The Indian kite.
୨. ଲେନ୍ଦେରାପୂର୍ଣ୍ଣ ଆଖି — ୨. A bleared or sore eye (M.W.)

ବିଶେଷଣ -

[ସମ୍ପାଦନା]

କ୍ଳିନ୍ନାକ୍ଷ; ଯାହାର ଆଖି ଲେନ୍ଦେରାପୂର୍ଣ୍ଣ — Having eyes full of dirt and execrecessence; with exading eyes; blear-eyed.