Jump to content

ଚିଲ୍ଲିକା

ଉଇକିଅଭିଧାନ‌ରୁ

ଚିଲ୍ଲିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଚିଲ୍ଲିକା+ସ୍ତ୍ରୀ. ଆ)

[ସମ୍ପାଦନା]
୧. ଝିଲ୍ଲିକା; ଝିଙ୍କାରିପୋକ — ୧. An insert emitting a very shrill sound in the night; a cricket (insect).

[ଦ୍ରଷ୍ଟବ୍ୟ — ଏମାନେ ଝିଣ୍ଟିକା ପରି ଦେଖାଯାଅନ୍ତି ]

୨. ଭ୍ରୃଲତା; ଭୁଲତା —୨. Eyebrow.
୩. ଦୁଇଭ୍ରୃର ମଧ୍ୟବର୍ତ୍ତୀ ସ୍ଥାନ (ହିନ୍ଦୀ - ଶବ୍ଦସାଗର) — ୩. The middle of both the eyebrows.
୪. ଟାଙ୍ଗିବଥୁଆ; କ୍ଷୁଦ୍ରପତ୍ର ବଥୁଆଶାଗ (ହିନ୍ଦୀ - ଶବ୍ଦସାଗର) — ୪. A kind of pot-herb.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଚିଲିକା (ଦେଖ) - Chilikā (see)