ଚିହିଁକିବା
ଦେଖଣା
ଚିହିଁକିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ଚମତ୍କୃତ; ଚକିତ)
[ସମ୍ପାଦନା]ହଠାତ୍ ଭୟରେ ଚମକିବା — To wince; to take fright; to be alarmed; to be startled.
ଚାବୁକ ବାଜିଲା ପରି ମୁଁ ଡରେ ଚିହିଁକି ପଡଇ ପହିଲୁ ଥରେ କବିସୂର୍ଯ୍ୟ—ସଙ୍ଗୀତ
[ଦ୍ରଷ୍ଟବ୍ୟ — ଏ କ୍ରିୟାର ଅସମାପିକାରୂପ ସଙ୍ଗେ ଉଠିବା, ପଡିବା ଯିବା କ୍ରିୟାର ସମାପିକାରୂପ ଯୁକ୍ତ ହୋଇ ବ୍ୟବହୃତ ହୁଏ ]