ଚିହ୍ନ
ଚିହ୍ନ (ବିଶେଷଣ)[ସମ୍ପାଦନା]
- ଛାପ; ଦାଗ
- କଳଙ୍କ
- ଲକ୍ଷଣ
- ନିଦର୍ଶନ; ସଙ୍କେତ
- ଧ୍ୱଜ, ପତାକା
- ସମ୍ପ୍ରଦାୟ ବା ପଦ ବିଜ୍ଞାପକ ବସ୍ତୁ
- କ୍ଷତଚିହ୍ନ
- ସ୍ମାରକ ବସ୍ତୁ
- ଜ୍ୟୋତିଷିକ ରାଶିଚିହ୍ନ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ବିଶେଷ୍ୟ - (ଚିହ୍ନ ଧାତୁ+ଭାବ. ଅ)[ସମ୍ପାଦନା]
- ୧. ଛାପ; ଦାଗ — ୧. Mark; stamp;spot.
- ୨. କଳଙ୍କ —୨. Stain.
- ୩. (+କରଣ. ଅ) ଲକ୍ଷଣ —୩. Sign; vestige; symptom; characteristic.
- ୪. ନିଦର୍ଶନ; ସଙ୍କେତ —୫. Signal; token; symbol; indication; insignia.
- ୫. ଧ୍ୱଜା; ପତାକା —୫. Flag; banner.
- ୬. ସମ୍ପ୍ରଦାୟ ବା ପଦ ବିଜ୍ଞାପକ ବସ୍ତୁ; ପଦକ; ଚପରାସ୍ — ୬. Badge.
- ୭. କ୍ଷତଚିହ୍ନ —୭. Cicatrice; scar.
- ୮. ସ୍ମାରକ ବସ୍ତୁ —୮. Memento; souvenir.
- ୯. ଜ୍ୟୋତିଷିକ ରାଶି —୯. A zodiacal sign (M.W.)