Jump to content

ଚିହ୍ନକାରୀ

ଉଇକିଅଭିଧାନ‌ରୁ

ଚିହ୍ନକାରୀ

ଉଚ୍ଚାରଣ

[ସମ୍ପାଦନା]
(ଚିହ୍ନକାରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଚିହ୍ନ+କୃ ଧାତୁ+କର୍ତ୍ତୃ. ଇନ; ୧ମା. ୧ବ.)

[ସମ୍ପାଦନା]

ଯେ ଚିହ୍ନ ଦିଏ —A marker; a mark-man.

ବିଶେଷଣ - ପୁଂ.

[ସମ୍ପାଦନା]
୧. ଚିହ୍ନ ଦେଉଥିବା — ୧. Marking; stamping.
୨. କ୍ଷତ କରୁଥିବା —୨. Wounding (M.W.)
୩. ଭୟଙ୍କର —୩. Frightful (M.W.)