ଚିହ୍ନଟ
ଦେଖଣା
ଚିହ୍ନଟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚିହ୍ନ)
[ସମ୍ପାଦନା]ଯେଉଁ ବିଶିଷ୍ଟ ଚିହ୍ନରୁ କୌଣସି ବ୍ୟକ୍ତି ବା ବସ୍ତୁ ଚିହ୍ନି ହୁଏ —୧. Identifying mark.
ଚିହ୍ନଟ କରି କହିବା ବ୍ରହ୍ମର ଶରୀର ପ୍ରାଚୀ. ବ୍ରହ୍ମନିରୂପଣ ଗୀତା
- ୨. କୌଣସି ବ୍ୟକ୍ତି ବା ବସ୍ତୁ ପ୍ରକୃତରେ ସେହି ଅଟେ ବୋଲି ଚିହ୍ନାଇବା —୨. Identification.
- ୩. ଯେ ଅନ୍ୟ ବ୍ୟକ୍ତିର ପରିଚୟ ଜଣାଇଦିଏ — ୩. Identifier.
ବିଣ—(ସଂସ୍କୃତ - ଚିହ୍ନିତ)
[ସମ୍ପାଦନା]- ୧. ଅନ୍ୟର ପରିଚୟଜ୍ଞାପକ — ୧. Identifying.
- ୨. ସୁପରିଚିତ —୨. Well Known.
- ୩. ସ୍ମାରକ —୩. Memorial; aiding the memory.