Jump to content

ଚିହ୍ନଧାରୀ

ଉଇକିଅଭିଧାନ‌ରୁ

ଚିହ୍ନଧାରୀ

ଉଚ୍ଚାରଣ

[ସମ୍ପାଦନା]
(ଚିହ୍ନଧାରିଣୀ—ସ୍ତ୍ରୀ) 

(ଚିହ୍ନଧର—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଂ

[ସମ୍ପାଦନା]
୧. ଚିହ୍ନଯୁକ୍ତ; ଯେ ଚିହ୍ନ ଧାରଣ କରେ — ୧. Bearing marks.
୨. ପତାକାଧାରୀ — ୨. Bearing a standard.
୩. ରାଜକୀୟ ଛତ୍ରଚାମରାଦି ଯେ ବହନ କରେ — ୩. Bearing the insignia of office (M.W.)