ଚିହ୍ନବର୍ଣ୍ଣ
ଅସ୍ତିତ୍ନ; ପତ୍ତା; ଚିହ୍ନମାତ୍ର; କୌଣସି ବସ୍ତୁର ଅସ୍ତିତ୍ନର କୌଣସି ନିଦର୍ଶନ — Trace or sign of any things; slightest indication of the existence of a thing.
ଚିହ୍ନବର୍ଣ୍ଣ ଯେ କିଛି ନ ଦେଖିଲୁ—ପ୍ରାଗୀ. ନଳଚରିତ