Jump to content

ଚିହ୍ନରା

ଉଇକିଅଭିଧାନ‌ରୁ

ଚିହ୍ନରା

ଅନୁବାଦ

[ସମ୍ପାଦନା]

(ଚିହ୍ନିରା— ଅନ୍ୟରୂପ)

ଦେଶଜ - ବିଶେଷଣ - (ସଂସ୍କୃତ - ଚିହ୍ନ)

[ସମ୍ପାଦନା]
୧. ଯେ ଭଲ ମନ୍ଦ ଚିହ୍ନି ପାରେ — ୧. One who can distinguish a good thing from bad.

ଶ୍ରୀରାଧା ବାତୁଳୀ ପ୍ରେମରସାତୁଳୀ ଘେନ ଚିହ୍ନରା ଗ୍ରାହକମାନେ—ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି

୨. ଯେ ଭଲ ମନ୍ଦ ପରୀକ୍ଷା କରି ବାଛି ପାରେ; ସୁପରୀକ୍ଷକ — ୨. One who can taste and find out what is good and what is bad.
୩. ଯେ ସୁନା ରୂପା ଆଦିର ଉତ୍କୃଷ୍ଟତା ବାରି ପାରେ — ୩. One who can taste gold, silver etc.

ପ୍ରେମବିପଣୀରେ ଚିହ୍ନିରା ଗ୍ରାହକ ତାର ସିନା ପ୍ରେମଜନ— ରାଧାନାଥ. ଉର୍ବଶୀ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବଣିଆମାନଙ୍କ ଉପାଧିବିଶେଷ; ଚିନରା — A family-title among gold-smiths.



ଉଚ୍ଚାରଣ

[ସମ୍ପାଦନା]

$1

  • (file)