ଚିହ୍ନା
ଦେଖଣା
ଚିହ୍ନା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚିହ୍ନ)
[ସମ୍ପାଦନା]- ୧. ପରିଚୟ; କୌଣସି ବ୍ୟକ୍ତି ବା ବସ୍ତୁକୁ ପୂର୍ବରୁ ଜାଣିଥିବା; ଜଣାଶୁଣା —୧. Acquintance.
- ୨. ଏକ ଚିନା ବା ଚାରି କାଇଁଚ ପରିମାଣ ଓଜନ — ୨. A small weight; about ୪ graains.
ଅନୁବାଦ
[ସମ୍ପାଦନା]ଚିହ୍ନା
|
ବିଶେଷଣ -
[ସମ୍ପାଦନା]- ୧. ସୁପରିଚିତ; ଜଣାଶୁଣା —୧. Well Known; well acquainted.
ଅନୁବାଦ
[ସମ୍ପାଦନା]ଚିହ୍ନା
|
- ୨. ଯେ ଚିହ୍ନିପାରେ —୨. One who can distinguish good from bad.
ବ୍ରହ୍ମଚିହ୍ନା ଲୋକକୁ ବୋଲିଟି ବ୍ରହ୍ମଜ୍ଞାନୀ—ପୀତାମ୍ୱର. ନୃସିଂହପୁରାଣ
- ୩. ଚିହ୍ନିତ —୩. Marked.