Jump to content

ଚିହ୍ନାଚିହ୍ନି

ଉଇକିଅଭିଧାନ‌ରୁ

ଚିହ୍ନାଚିହ୍ନି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଅନ୍ୟୋନ୍ୟ ପରିଚୟ — Mutual recognition.

ସେ ଯୁଦ୍ଧେ ପିତା ପୁତ୍ରେ ନୋହି ଚିହ୍ନାଚିହ୍ନି, ହଣାହଣି ହୋଇ ଯେ ପଡିଲେ ଅବନୀ କୃଷ୍ଣସିଂହ. ମହାଭାରତ.କର୍ଣ୍ଣ

ବିଶେଷଣ -

[ସମ୍ପାଦନା]

ଅନ୍ୟୋନ୍ୟରେ ପରିଚିତ ହେବା — Mutually recognition.

ସାନ୍ଦ୍ରତମସରେ ଚିହ୍ନାଚିହ୍ନି ନୋହି ପୁରୁଷ ବିନୟ କହି—ଭଞ୍ଜ. ରସପଞ୍ଚକ