Jump to content

ଚିହ୍ନା ପଡିବା

ଉଇକିଅଭିଧାନ‌ରୁ

ଚିହ୍ନା ପଡିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଜଣା ପଡ଼ିବା; ଚିହ୍ନିତ ହେବା; ପ୍ରକାଶ ପାଇବା —୧. To be detected or marked.

ଚାରୁ ଚାହାଣିରୁ ଚିହ୍ନା ପଡୁଥାଇ—କବିସୂର୍ଯ୍ୟ. ସଙ୍ଗୀତ

୨. କୌଣସି କାର୍ଯ୍ୟରେ ନିଜର ଗୁପ୍ତ ସହାନୁଭୂତି ବା ସାହଚର୍ଯ୍ୟ ଥିବା ବିଷୟ ସାଧାରଣରେ ପ୍ରକାଶିତ ହେବା — ୨. To be publicly known as an accessary to or sympathiser with any matter.
୩. ଉତ୍ତମରୂପେ ଜ୍ଞାତ ହେବା — ୩. To be well known.
୪. ଲକ୍ଷଣାଦିଦ୍ୱାରା ସୁନିଶ୍ଚିତରୂପେ ସ୍ଥିରୀକୃତ ହେବା — ୪. To be ascertained by symptoms.