Jump to content

ଚୀନକ

ଉଇକିଅଭିଧାନ‌ରୁ

ଚୀନକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଚୀନ୍+କ)

[ସମ୍ପାଦନା]
୧. ଚୀନ ଦେଶବାସୀ ଲୋକ — ୧. A Chinese.
୨. ଚୀନ ଶସ୍ୟ —୨. A small grain; Panicum Miliaceum.
୩. ଚୀନିକପୁର —୩. Camphor.
୪. ସଉପ (ମସଲା) —୪. Fennel (M.W.).